ପୁଲୱାମା ଆକ୍ରମଣକୁ ବର୍ଷେ; ବ୍ୟର୍ଥ ଯାଇନି ବଳିଦାନ - ଜମ୍ମୁ -ଶ୍ରୀନଗର ଜାତୀୟ ରାଜପଥ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6076139-70-6076139-1581695846186.jpg)
ଭୁବନେଶ୍ବର: ଫେବୃୟାରୀ 14, 2019 । ଦିନ ଥିଲା ଗୁରୁବାର । ସମୟ ସକାଳ 3.30 । ସ୍ଥାନ ପୁଲୱାମା । ଆତଙ୍କବାଦୀଙ୍କ ବିସ୍ପୋରଣରେ ଥରିଗଲା ସମଗ୍ର ଅଞ୍ଚଳ । ଆଖି ପଲକରେ ସହିଦ ହୋଇଗଲେ 44 ବୀର ଯବାନ । ଘଟଣାକୁ ନେଇ ସାରା ଦେଶରେ ଜଳିଲା ପ୍ରତିଶୋଧର ବହ୍ନି । ଆଉ ଭାରତୀୟ ସେନା ନେଲା ଏହାର ବଦଲା ।