thumbnail

By

Published : Nov 12, 2021, 7:20 AM IST

ETV Bharat / Videos

‘ମୁମ୍ବାଇରେ ଚାଲିଥିବା ଅନ୍ୟାୟ ବିରୋଧରେ ମୋ ଲଢେଇ’

ମୁମ୍ବାଇ: ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାରେ ଥିବା ମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ନଓ୍ବାବ ମଲିକଙ୍କ ସହ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର । ମହାରାଷ୍ଟ୍ରରେ ଚାଲିଥିବା ଅନ୍ୟାୟ ବିରୋଧରେ ସେ ଲଢେଇ ଲଢୁଛନ୍ତି । କ୍ଷମତା ବଳରେ ନିର୍ଦ୍ଦୋଷମାନଙ୍କୁ ଜେଲ ପଠାଯାଉଛି । ଏହା ବିରୋଧରେ ତାଙ୍କର ଏହି ଲଢେଇ ଆଗକୁ ଜାରି ରହିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ନଓ୍ବାବ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.