ଲୁଣ ପାଇଁ ଲହୁଲୁହାଣ ହୋଇଥିଲା ‘ହୁମା’ - ହୁମା ଲବଣ

🎬 Watch Now: Feature Video

thumbnail

By

Published : Oct 1, 2019, 7:39 AM IST

Updated : Oct 1, 2019, 11:58 AM IST

ନିଜ ମାଟିରୁ ଆଦାୟ ଲୁଣ ବ୍ୟବହାର ପାଇଁ ଭାରତୀୟଙ୍କୁ ଜୁଲୁମ କରିଥିଲେ ବ୍ରିଟିଶ । ଆଉ ଏହି ଅତ୍ୟାଚାର ବିରୋଧରେ ସତ୍ୟାଗ୍ରହର ଡାକରା ଦେଇ ହକ ମାଗିଥିଲେ ବାପୁ । ଏହି ଧାାରାରେ ଗଞ୍ଜାମର ‘ହୁମା’ ନିଭାଇଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ମହାତ୍ମାଗାନ୍ଧୀଙ୍କ ପାଦରେ ପାଦ ମିଶାଇ ଓଡିଶାର ବହୁ ସଂଗ୍ରାମୀ ଇଂରେଜଙ୍କ ସହ ଲଢି ହକ ଆଣିଥିଲେ । ସେହିଦିନର ସେହି ସବୁ ଦିନ ଓ ମୁହୁର୍ତ୍ତ ଆଜି ବି ଇତିହାସ ପୃଷ୍ଟାରେ ଶୋଭା ବର୍ଦ୍ଧନ କରୁଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Oct 1, 2019, 11:58 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.