ବେଙ୍ଗାଲୁରୁରେ ନାହିଁ ଲକ ଡାଉନର ପ୍ରଭାବ - ଲକଡାଉନର ନାହିଁ ପ୍ରଭାବ
🎬 Watch Now: Feature Video
କର୍ଣ୍ଣାଟକରେ ନାହିଁ ଲକଡାଉନ । ରବିବାର ରାଜ୍ୟର 9 ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଏହାକୁ କେହି ମାନୁନଥିବା ଦେଖାଯାଇଛି । ବେଙ୍ଗାଲୁରୁରେ ସବୁ ଦିନ ଭଳି ଯାନବାହନ ଚଳାଚଳ ସହ ଦୋକାନ ବଜାର ଖୋଲା ରହିଛି । ଗତକାଲିର ଘୋଷଣା ଅନୁସାରେ, ଆଜି କେବଳ ଜରୁରୀ ଦୋକାନ ଖୋଲା ରହିବ । କିନ୍ତୁ ସରକାରୀ ଘୋଷଣାକୁ ବେଖାତିର କରିବା ଭଳି ସବୁ ଦୋକାନ ଖୋଲାରହିଛି । ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 27ରେ ପହଞ୍ଚିଥିବା ସୂଚନା ରହିଛି ।