ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ; ଶୁଣନ୍ତୁ, ଉଭୟ ପକ୍ଷର ଆଇନଜୀବୀଙ୍କ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By

Published : Jan 7, 2020, 11:29 PM IST

Updated : Jan 7, 2020, 11:37 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ 4 ଦୋଷୀଙ୍କୁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇସାରିଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ରାୟ ଶୁଣାଇଛନ୍ତି । ତିହାର ଜେଲରେ 22 ତାରିଖ ସକାଳ 7ଟାରେ ଦୋଷୀଙ୍କୁ ମିଳିବ ଫାଶୀ । ଡେଥ୍‌ ଓ୍ବାରେଣ୍ଟ ରାୟ ପ୍ରକାଶ ପରେ ନିର୍ଭୟା ବାପା ଓ ମାଙ୍କ ପକ୍ଷର ଆଇନଜୀବୀ ଜିତେନ୍ଦ୍ର ସିଂହ ଝା ଓ ପ୍ରତିପକ୍ଷ ଆଇନଜୀବୀ ଏପି ସିଂହ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଶୁଣିବା କଣ କହୁଛନ୍ତି ଉଭୟ ପକ୍ଷର ଆଇନଜୀବୀ...
Last Updated : Jan 7, 2020, 11:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.