କୋଭିଡ ପରେ ଶିଶୁଙ୍କ ପାଇଁ ବିଶ୍ବସ୍ତରୀୟ ଟାକ୍ସଫୋର୍ସ ଗଠନ କରିବାକୁ କୈଳାସ ସତ୍ୟାର୍ଥୀଙ୍କ ଦାବି - ETV Bharat exclusive

🎬 Watch Now: Feature Video

thumbnail

By

Published : Jun 3, 2021, 10:26 PM IST

ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ସାରା ବିଶ୍ୱରେ ଶିଶୁ ଅଧିକାର ପ୍ରତି ତାଙ୍କର ଅବଦାନ ପାଇଁ ଜଣାଶୁଣା । କୋଭିଡ ସଙ୍କଟ ପରେ ପିଲାମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଟାସ୍କଫୋର୍ସ ଦାବି କରିଛନ୍ତି ସତ୍ୟାର୍ଥୀ । ଇଟିଭି ଭାରତ ସହିତ ଏକ ସ୍ୱତନ୍ତ୍ର ଆଲୋଚନାରେ ସତ୍ୟାର୍ଥୀ ମହାମାରୀ ମଧ୍ୟରେ ପିଲାଦିନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.