ଏଠାରେ ପ୍ରଥମେ ଉଡିଥିଲା ରାଷ୍ଟ୍ରୀୟ ଧ୍ବଜ - Indian flag
🎬 Watch Now: Feature Video
ଲକ୍ଷ୍ନୌର ଅମିନାବାଦ ସ୍ଥିତ ମୀରଉଦ୍ଦାଲା ଝଣ୍ଡେୱାଲା ପାର୍କ । ସ୍ବତନ୍ତ୍ରତା ସଂଗ୍ରାମର ମୁକସାକ୍ଷୀ ଏହି ପାର୍କ । 1928ରେ ପ୍ରଥମ ଥର ଭାରତୀୟ ତ୍ରିରଙ୍ଗା ଏହି ସ୍ଥାନରେ ଫରଫର ଉଡିଥିଲା । ଏହା ପରେ ଏହି ପାର୍କ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଗଲା , ଯେବେ 1934ରେ ଜାତିର ପିତା ନିଜେ ଏଠାରେ ରାଷ୍ଟ୍ରୀୟ ଧ୍ବଜା ଉଡାଇ ସ୍ବତନ୍ତ୍ରତା ଆନ୍ଦୋଳନ ପାଇଁ ପ୍ରେରିତ କରିଥିଲେ ।