ସୀମାରୁ ଦେଶବାସୀଙ୍କୁ ସେନାର ଦୀପାବଳି ଶୁଭେଚ୍ଛା

By

Published : Nov 4, 2021, 4:57 PM IST

Updated : Nov 4, 2021, 5:41 PM IST

thumbnail
ଲଦାଖ: ଆଲୋକର ପର୍ବ ଦୀପାବଳି ଅବସରରେ ସୀମାରୁ ଦେଶବାସୀଙ୍କୁ ଶୁଭେଚ୍ଛା ଦେଲା ଭାରତୀୟ ସେନା । ଲଦାଖ, ସିଆଚିନ ଓ କାର୍ଗିଲର ଫରଓ୍ବାର୍ଡ ପୋଷ୍ଟରେ ମୂତୟନ ଯବାନ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା । ଦେଶର ଅଖଣ୍ଡତା ଓ ସୀମା ସୁରକ୍ଷା ପ୍ରତି ସେନା ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିବା ଦେଲେ ଆଶ୍ବାସନା । ଦେଖନ୍ତୁ ଭିଡିଓ...
Last Updated : Nov 4, 2021, 5:41 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.