ଗଲଓ୍ବାନ କି ଘାଟି ହୈ..ଦେଶ କା ସରତାଜ୍

By

Published : Jun 15, 2021, 5:58 PM IST

Updated : Jun 15, 2021, 6:09 PM IST

thumbnail
ଗଲୱାନ ସଂଘର୍ଷର ଏକ ବର୍ଷ ପୂର୍ତ୍ତୀ ଅବସରରେ ଶହୀଦ ବୀର ଯବାନଙ୍କ ସ୍ମୃତିରେ ସ୍ଥଳସେନା ଏକ ଭିଡିଓ ଜାରି କରି ଦେଇଛି ଗଭୀର ଶ୍ରଦ୍ଧାଞ୍ଜଳି । ପ୍ରକାଶ ଯେ, ଗତବର୍ଷ ଆଜିର ଦିନରେ ଚୀନର ଅନୁପ୍ରବେଶକୁ ପ୍ରତିହତ କରିବାକୁ ଯାଇ ଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ LAC ଗଲଓ୍ବାନରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଦେଖନ୍ତୁ ଭିଡିଓ... ଭିଡିଓ ସୌଜନ୍ୟ- ସ୍ଥଳସେନା
Last Updated : Jun 15, 2021, 6:09 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.