ଲଦାଖରେ ଚୀନ ସୈନ୍ୟ ପ୍ରବେଶ ପ୍ରସଙ୍ଗ, ଭିଡିଓର ସତ୍ୟତାକୁ ଖଣ୍ଡନ କଲା ଭାରତ - ଚୀନ ସୈନ୍ୟ ଭିଡିଓ
🎬 Watch Now: Feature Video

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଚୀନ ସେନାର ଗାଡି ପ୍ରବେଶ କରିଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଚୀନ ସେନା ଲଦାଖରେ ପ୍ରବେଶ କରି ସ୍ଥାନୀୟ ଅଧିବାସୀଙ୍କୁ ଗାଳିଗୁଲଜ କରିବା ସହ ଫେରିଯାଇଥିବାର ଦାବି କରାଯାଇଥିଲା । ତେବେ ସୋମବାର ଏହି ଭିଡିଓର ସତ୍ୟତାକୁ ଖଣ୍ଡନ କରିଛନ୍ତି ଭାରତ ସରକାର ।