AIEEA-2020 ଫଳାଫଳ: ଓଡିଆ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର - AIEEA Results
🎬 Watch Now: Feature Video

ଭୁବନେଶ୍ୱର: ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ର (ICAR)ର ଜାତୀୟ ସ୍ତରର ଏଣ୍ଚ୍ରାନ୍ସ ପରୀକ୍ଷା (AIEEA)ର ଫଳାଫଳ ଘୋଷଣା । ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।