ପ୍ଲାଷ୍ଟିକରେ ନିର୍ମିତ ବୃହତକାୟ କଇଁଛ ଦେଉଛି ସଚେତନତାର ବାର୍ତ୍ତା - big Turtle
🎬 Watch Now: Feature Video

କର୍କଟର ସବୁଠାରୁ ବଡ କାରଣ ମଧ୍ୟରୁ ଗୋଟିଏ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ହରିୟାଣା କୁରୁକ୍ଷେତ୍ରର ଜଣେ ଛାତ୍ରୀଙ୍କ ପ୍ରୟାସ । 87 ହଜାର 197ଟି ବ୍ୟବହାର ହୋଇଥିବା ପ୍ଲାଷ୍ଟିକ ବ୍ୟାଗରୁ ନିର୍ମାଣ କଲେ ଏକ ବୃହତକାୟ କଇଁଛ । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର..