ଡ୍ରେନରେ ଖସିପଡିଲା ଇଟାବୋଝେଇ ଟ୍ରକ, ଦେଖନ୍ତୁ ଲାଇଭ୍ ଭିଡିଓ - live video ghaziabad accident
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9692450-thumbnail-3x2-up.jpg)
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିଆବାଦର ଦସନା ଅଞ୍ଚଳରେ ଏକ ଇଟାଭର୍ତ୍ତି ଟ୍ରକ ଡ୍ରେନକୁ ଖସିପଡିଛି । ଟ୍ରକ୍ ଓଲଟିବା ସମୟର ଲାଇଭ ଭିଡିଓ ସାମ୍ନାକୁ ଆସିଛି । ଡ୍ରେନ ନିକଟ ରାସ୍ତା ଅତିକ୍ରମ କରିବା ସମୟରେ ଆଖି ପିଛୁଳାକେ ଟ୍ରକ ସିଧା ଡ୍ରେନ୍ ଭିତରେ ପଡିଯାଉଛି | ତେବେ ଡ୍ରାଇଭର ଏବଂ ହେଲପର ସୁରକ୍ଷିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ