ଉତ୍ତରାଖଣ୍ଡରେ ବନ୍ୟା: ଦେଖନ୍ତୁ ଗଙ୍ଗା ନଦୀର କରାଳ ରୂପ - ଉତ୍ତରାଖଣ୍ଡରେ ବର୍ଷା
🎬 Watch Now: Feature Video
ଡେରାଡୁନ: ପାହାଡ଼ିଆ ଅଞ୍ଚଳରେ ଲଗାତାର ବର୍ଷା ହେତୁ ଗଙ୍ଗା ନଦୀ ଜଳସ୍ତର ବୃଦ୍ଧି ପାଇଛି । ଏଥି ସହିତ ପାରମର୍ଥ ନିକେତନଙ୍କ ଘାଟରେ ନିର୍ମିତ ଭଗବାନ ଶିବଙ୍କ ପ୍ରତିମାକୁ ଛୁଇଁ ଗଙ୍ଗା ପ୍ରବାହିତ ହେଉଛି । ଏହା ଦେଖି ପୁଣି ଥରେ 2013 ର ବନ୍ୟା ସ୍ମୃତି ମନେ ପଡିଯାଇଛି । 2013ର ବନ୍ୟାରେ ଯେପରି ଶିବଙ୍କ ମସ୍ତକରେ ଗଙ୍ଗା ପ୍ରବାହିତ ହେଉଥିଲା ଏଥର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଅନ୍ୟପଟେ ବନ୍ୟାଜଳକୁ ଦେଖି ଉପକୂଳ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି ।
Last Updated : Jun 19, 2021, 3:41 PM IST