ବାପୁଙ୍କ ‘ଅଶ୍ବତଥ’ ଏବେ ଅସୁସ୍ଥ

By

Published : Sep 20, 2019, 11:33 PM IST

thumbnail
ଦେବଭୂମି ଉତ୍ତରାଖଣ୍ଡ । ବାବା କେଦାରନାଥଙ୍କ ପାଇଁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି ଏହି ସ୍ଥାନ । ଏହି ତୀର୍ଥସ୍ଥଳି ବି ସ୍ବାଧିନତା ସଂଗ୍ରାମର ମୂକସାକ୍ଷୀ । ଏହି ମାଟିର ଐତିହାସିକ ମହତ୍ବ ଜାତିର ପିତାଙ୍କ ସ୍ମୃତି ଚାରଣ କରେ ।1929 ଅକ୍ଟୋବର 17ରେ ଡେରାଡୁନର ସାହନସାଇ ଆଶ୍ରମ ପରିସରରେ ବାପୁ ଲଗାଇଥିବା ଅଶ୍ବତଥ୍ ଗଛ, ଦୀର୍ଘ 87ବର୍ଷ ଧରି ଦଣ୍ଡାୟମାନ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.