thumbnail

By

Published : Oct 14, 2020, 8:05 AM IST

ETV Bharat / Videos

ହାଇଦ୍ରାବାଦରେ ବନ୍ୟା ସ୍ଥିତିର ଭୟାବହ ଦୃଶ୍ୟ

ହାଇଦ୍ରାବାଦ: ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦରେ ବନ୍ୟା ସ୍ଥିତି ଉପୁଜିଛି । ସ୍ଥିତି ଏପରି କି ରାସ୍ତାରେ କାର ମଧ୍ୟ ଭାସିଯାଉଥିବାର ଦେଖିବାକୁ ମିଳିଛି । ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ଅନ୍ୟପକ୍ଷେ ଏହି ବନ୍ୟାସ୍ଥିତି ପ୍ରଭାବରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖାବର ସାମ୍ନାକୁ ଆସିଛି । ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.