Budget Session: ଜୁଏଲଙ୍କ ପ୍ରଶ୍ନ, ଅଶ୍ବିନୀଙ୍କ ଉତ୍ତର - ଅଶ୍ବିନୀଙ୍କ ଉତ୍ତର
🎬 Watch Now: Feature Video
ଆଜି ଲୋକସଭାର ପ୍ରଶ୍ନକାଳରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ରେଳବାଇ ବିସ୍ଥାପନ ସମ୍ପର୍କିତ ଏକ ପ୍ରଶ୍ନ କରିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ । ଦେଖନ୍ତୁ କଣ ପ୍ରଶ୍ନ କରିଥିଲେ ଜୁଏଲ ।