ଷ୍ଟାଚ୍ୟୁ ଅଫ୍ ୟୁନିଟରେ ରାଜନାଥ, ଲୌହ ମାନବଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି - ଷ୍ଟାଚ୍ୟୁ ଅଫ୍ ୟୁନିଟରେ ରାଜନାଥ ସିଂ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12946980-thumbnail-3x2-tr.jpg)
ଗାନ୍ଧୀନଗର: ଗୁଜୁରାଟ ଗସ୍ତ ସମୟରେ କେୱଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହିସମୟରେ ଲୌହମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମନ୍ତ୍ରୀ ।