କୋଭିଡ ମହାମାରୀ ମଧ୍ୟରେ ମିଜୋରାମରେ ଖ୍ରୀଷ୍ଟମାସ ପାଳନ - ବଡଦିନ ସେଲିବ୍ରେସନ
🎬 Watch Now: Feature Video

ମିଜୋରାମ: ମହାମାରୀ କୋରୋନା ଭିତରେ ବଡଦିନ ସେଲିବ୍ରେସନ । ଚଳିତଥର ଖ୍ରୀଷ୍ଟମାସ ପ୍ରଥମଥର ପାଇଁ ଅନଲାଇନରେ ପାଳନ କରାଯିବ । ପ୍ରତ୍ୟେକ ଚର୍ଚ୍ଚର ନିଜସ୍ବ ୟୁ ଟ୍ୟୁବ୍ ଚ୍ୟାନେଲ୍ ଅଛି । ଯେଉଁଠାରେ ଲାଇଭ ଷ୍ଟ୍ରିମ୍ ମାଧ୍ୟମରେ ସେବାଗୁଡିକ ଲୋକଙ୍କ ପାଖରେ ପହଞ୍ଚାଯିବ । ଲୋକେ ଘରେ ରହି ପ୍ରାର୍ଥନା କରିପାରିବେ । ଏଥିପାଇଁ ମିଜୋରାମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।