‘ଚୌରୀଚୌରା’ ଘଟଣା ପରାଧୀନ ଭାରତର ଏକ ପ୍ରମୁଖ ଦୁର୍ଘଟଣା - ଚୌରୀଚୌରା
🎬 Watch Now: Feature Video
ଚୌରୀଚୌରା ଘଟଣା ପରାଧୀନ ଭାରତର ଏକ ପ୍ରମୁଖ ଦୁର୍ଘଟଣା । 1922 ମସିହା ଫେବୃଆରୀ 8 ତାରିଖରେ ଏହି ଘଟଣା ଘଟିଥିଲା । ଉତ୍ତରପ୍ରଦେଶର ଚୌରୀଚୋରା ଥାନାରେ ସ୍ବାଧୀନତା ଆନ୍ଦୋଳନକାରୀ ମାନେ ନିଆଁ ଲଗାଇ ଦେବାରୁ ପ୍ରାୟ 22 ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଯାହା ଫଳରେ ମହାତ୍ମା ଗାନ୍ଧୀ ଅସହଯୋଗ ପାଇଁ ଦେଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।
Last Updated : Sep 3, 2019, 3:15 PM IST