thumbnail

By

Published : Feb 24, 2020, 5:10 PM IST

Updated : Feb 24, 2020, 5:15 PM IST

ETV Bharat / Videos

ବୋତଲରେ ଟ୍ରମ୍ପଙ୍କ ଫଟୋ, ଦେଖନ୍ତୁ ଭିଡିଓ...

ବେଙ୍ଗାଲୁରୁ: ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ବେଙ୍ଗାଲୁରୁର ବସାଭାରାଜୁ ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ବୋତଲ ଆର୍ଟ । ବୋତଲ ଭିତରେ ଟ୍ରମ୍ପଙ୍କ ଫଟୋ ରହିଛି । ଅନ୍ୟପକ୍ଷେ ଆଉ ଏକ ବୋତଲରେ ମୋଦି ଓ ଟ୍ରମ୍ପଙ୍କ ଫଟୋ ଦେଖିବାକୁ ମିଳିଛି । ପ୍ରକାଶଥାଉକି, ଗାନ୍ଧୀ ଜୟନ୍ତୀରେ ବୋତଲରେ ସେ ଗାନ୍ଧୀଙ୍କ ଫଟୋ ସଜେଇଥିଲେ, ନିର୍ବାଚନ ସମୟରେ ଭୋଟିଂ ନେଇ ସଚେତନତା କରିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 24, 2020, 5:15 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.