କୋରୋନା ରାଜନୀତି: ବାପୁଙ୍କ ମୂର୍ତ୍ତିକୁ ମାସ୍କ ପିନ୍ଧାଇଲେ ବିଜେପି ନେତା - masks on statue of mahatma gandhi
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6472049-thumbnail-3x2-bjpleader.jpg)
ପାଟନା: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଭାରତ ମଧ୍ୟ କୋରୋନା ଭୟରେ ଭୟଭୀତ । ଚାରିଆଡେ କୋରୋନା ଡର । ଦେଶରେ ଯେଉଁଭଳି ଭାବରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି , ସେହିଭଳି ଭାବେ କୋରୋନାକୁ ନେଇ ରାଜନୀତି ଜାରି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରିସ୍ଥଳେ ବିହାରର ବକ୍ସରେ ରାଜନୀତିରେ ବିଦ୍ବୈଷ ଭାବ ଓ ବିରୋଧ କରିବାର ଭିନ୍ନ ଏକ ଦୃଶ୍ୟ ଦେଖବାକୁ ମିଳିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମାସ୍କ ପିନ୍ଧାଇଛନ୍ତି ବିଜେପି ନେତା ।