ବୁଣାକାରଙ୍କ ପାଇଁ ସ୍କିମ୍ ଦାବି କଲେ ବିଜେଡି ସାଂସଦ
🎬 Watch Now: Feature Video
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ତୃତୀୟ ଦିନରେ ବୁଣାକାରଙ୍କ ପାଇଁ ସ୍କିମ୍ ଦାବି କଲେ ବିଜେଡି ସାଂସଦ । ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ଡ. ଅମର ପଟ୍ଟନାୟକ । ଶୂନ୍ୟକାଳ ସମୟରେ ନିଜ ମତ ରଖି ଭାରତର ସମସ୍ତ ବୁଣାକାରଙ୍କ ପାଇଁ ଜାତୀୟସ୍ତରୀୟ ସ୍କିମ କରିବାକୁ ସେ ଦାବି କରିଛନ୍ତି ।