ସାଇକେଲରେ ଭୋଟ ଦେବାକୁ ଆସିଲେ ମନ୍ତ୍ରୀ, ଦେଖନ୍ତୁ ଭିଡିଓ...

By

Published : Oct 28, 2020, 9:53 AM IST

Updated : Oct 28, 2020, 9:59 AM IST

thumbnail
ପାଟନା: ବିହାରର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ପରିବେଶ ପ୍ରଦୂଷଣକୁ ରୋକିବାକୁ ବାର୍ତ୍ତା ଦେବା ପାଇଁ ଭୋଟ ଦେବାକୁ ସାଇକେଲରେ ଆସିଲେ ମନ୍ତ୍ରୀ ପ୍ରେମ କୁମାର । ଗୟା ବିଧାନସଭା କ୍ଷେତ୍ରରେ ଲଢୁଛନ୍ତି ପ୍ରେମ କୁମାର। ଦେଖନ୍ତୁ ଭିଡିଓ...
Last Updated : Oct 28, 2020, 9:59 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.