ଦେଖନ୍ତୁ ଦେଶର ପ୍ରଥମ ଗ୍ଲାସ ବ୍ରିଜର ଝଲକ, ଉଦଘାଟନ କଲେ ବିହାର ମୁଖ୍ୟମନ୍ତ୍ରୀ

By

Published : Mar 26, 2021, 10:50 PM IST

Updated : Mar 27, 2021, 6:04 AM IST

thumbnail
ପାଟନା: ବିହାରରେ ବିକାଶର ଝଲକ । ରାଜଗିରିରେ ନିର୍ମିତ ବିଶ୍ବସ୍ତରୀୟ ଗ୍ଲାସ ବ୍ରିଜ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସମ୍ପୂର୍ଣ୍ଣ କାଚରେ ନିର୍ମିତ ହୋଇଛି ଏହି ବ୍ରିଜ । ପୂର୍ବରୁ ପଡୋଶୀ ଦେଶ ଚୀନରେ ରହିଛି ଏଭଳି ବ୍ରିଜ ।
Last Updated : Mar 27, 2021, 6:04 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.