ଅଯୋଧ୍ୟାରେ ରାମରାଜ୍ୟ ଅନୁଭୂତ: ଦେଖନ୍ତୁ ଭିଡିଓ.... - Ayodhya Bhoomi Pooja
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8295793-thumbnail-3x2-ayodha.jpg)
ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ଅବ୍ୟବହିତ ପୂର୍ବରୁ ସମଗ୍ର ଅଯୋଧ୍ୟା ହୋଇପଡିଛି ତ୍ରେତୟା ଯୁଗର ସେହି ରାମ ରାଜ୍ୟ । ଚତୁର୍ଦିଗରେ ରଙ୍ଗୀନ ଆଲୋକମାଳା ସାଙ୍ଗକୁ ପବିତ୍ର ସରଜୁ ନଦୀ କୂଳରେ ଜଳୁଛି ସଞ୍ଜ ସଳିତା । ଯାହା ପରିବେଶକୁ ଆହୁରି ଆଧ୍ୟାତ୍ମିକ କରୁଛି । ଦେଖନ୍ତୁ ସେହି ମହୋନୀୟ ଦୃଶ୍ୟ...