ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ, 68 ଛୁଇଁଲା ମୃତ୍ୟୁ ସଂଖ୍ୟା

By

Published : Jul 16, 2020, 2:02 PM IST

thumbnail
ଗୌହାଟୀ: ଆସାମରେ ସଙ୍ଗୀନ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ବନ୍ୟା ଫଳରେ ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି ପାଇଛି । ବ୍ରହ୍ମପୁତ୍ର ଓ ତାର ଶାଖାନଦୀରେ ଆସିଥିବା ବନ୍ୟା ଫଳରେ ଏବେବି ପ୍ରଭାବିତ ହେଉଛନ୍ତି 26 ଜିଲ୍ଲାର ଲୋକେ । 26 ଜିଲ୍ଲାର 3376 ଗାଁର 35,73,564 ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଗତ 4 ସପ୍ତାହ ଧରି ବନ୍ୟା ପରିସ୍ଥିତି ଗମ୍ଭୀର ଥିବାରୁ ବିଶେଷ କରି ବିଶ୍ବନାଥ, ଟିନସୁକିଆ, ଲାଖିମପୁର, ବଙ୍ଗାଇଗାଓଁ, କାମ୍ରୁପ, ଗୋଲାଘାଟ, ସିଭାସାଗର, ମୋରିଗାଓଁ, ଟିନୁସୁକିଆ, ଧୁବ୍ରି, ନାଗାଓଁ, ନାଲବାରୀ, ବାରପେଟାରେ 68 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.