କାଦୁଅ ରାସ୍ତାରେ ଅଟକିଲା ITBP ଓ SSB ଗାଡି - SSB
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8008444-thumbnail-3x2-army.gif)
ଡେରାଡୁନ୍: ତାୱାଘାଟ-ଲିପୁଲେଖ ରାସ୍ତାରେ ବର୍ଷା ଯୋଗୁଁ ପଙ୍କ କାଦୁଅରେ ଭର୍ତ୍ତି । ଫଳରେ ସେନା କର୍ମଚାରୀଙ୍କୁ ନେଇ ଚୀନ୍ ସୀମାକୁ ଯାଉଥିବା ITBP ଏବଂ SSB ଗାଡି ରାସ୍ତାରେ ଅଟକି ଯାଇଥିଲା । କିଛି ଯାଗାରେ ଖାଲ ଖମା ଥିବାରୁ ଗାଡିର ଚକା ଗୁଡିକ ପୋତି ହୋଇଯାଇଥିଲା । ଗାଡିକୁ ଉଦ୍ଧାର କରିବାକୁ ଯବାନ ମାନଙ୍କୁ ନାକେଦମ୍ ହେବାକୁ ପଡିଥିଲା । ଦେଖନ୍ତୁ ଭିଡିଓ...