ସ୍ମୃତିରେ କାକା: ମିହିର ଦାସ କେବେ ବଦଳି ନାହିଁ କି ବଦଳିବ ନାହିଁ ! - Mihir Das with etv
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14161573-thumbnail-3x2-gc.jpg)
ଭୁବନେଶ୍ବର: ଅଭିନୟ ଥିଲା ତାଙ୍କ ରକ୍ତରେ,ବାନ୍ଧି ରଖିଥିଲେ କଳାର ଯାଦୁରେ । ପରଦାରେ ନିଭାଉଥିଲେ ଏକାଧିକ ଭୂମିକା । ଓଲିଉଡକୁ ଦେଇଥିଲେ ଜୀବନର ଶ୍ରେଷ୍ଠ 3 ଦଶନ୍ଧି । ଓଡିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି 2 ଶହରୁ ଅଧିକ ସିନେମା । ଆଉ ଆଜି ଏହି ବର୍ଷିୟାନ ଅଭିନେତା ମିହିର ଦାସ ଫେରିଯାଇଛନ୍ତି ଅଫେରା ରାଇଜକୁ । ତେବେ ବିଭିନ୍ନ ଫିଲ୍ମ ସୁଟିଂ ପାଇଁ ବିଭିନ୍ନ ସ୍ଥାନ ଯାଉଥିବା ବେଳେ କିଛି ବର୍ଷ ତଳେ କୌଣସି ଫିଲ୍ମ ସୁଟିଂ ପାଇଁ ଆସିଥିଲେ ହାଇଦ୍ରାବାଦ ସ୍ଥିତ ରାମୋଜି ଫିଲ୍ମ ସିଟିକୁ । ସେତେବେଳେ ETV (ଇଟିଭି) ର ଲୋକପ୍ରିୟ କାର୍ଯ୍ୟକ୍ରମ ‘କଥାରେ କଥାରେ’ କୁ ସାକ୍ଷାତକାର ଦେଇ କଣ କହିଥିଲେ ମିହିର ଦେଖନ୍ତୁ