ରାଫେଲ ଇଣ୍ଡକ୍ସନ ସମାରୋହରେ ସ୍ବଦେଶୀ ବିମାନ ତେଜସ ଓ ସାରଙ୍ଗର ସୌର୍ଯ୍ୟ, ଦେଖନ୍ତୁ ଭିଡିଓ

By

Published : Sep 10, 2020, 3:28 PM IST

thumbnail
ଅମ୍ବାଲା: ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେଲା ଲଢୁଆ ଯୁଦ୍ଧ ବିମାନ ରାଫେଲ । ଏହି ଅତ୍ୟାଧୁନିକ ଫାଇଟର ଜେଟ ବାୟୁସେନାର ଶକ୍ତି ଓ ପରାକ୍ରମକୁ ବହୁଗୁଣିତ କରିବ । ରାଜନାଥ ସିଂହ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଏହାକୁ ସାମିଲ କରାଯାଇଛି । ବାୟୁସେନାରେ 5 ଲଢୁଆ ବିମାନକୁ ସାମିଲ କରିବା ପରେ ଏହି କାର୍ଯ୍ୟକ୍ରମରେ ସ୍ବଦେଶୀ ଲଢୁଆ ବିମାନ ତେଜସ ଏୟାର ସୋ ପ୍ରଦର୍ଶନ କରିଛି । ସେହିପରି ଇଣ୍ଡିଆନ ଏୟାରଫୋର୍ସର ସାରଙ୍ଗ ଏରୋବେଟିକ ଟିମ ମଧ୍ୟ ଅମ୍ବାଲାରେ ଆୟୋଜିତ ରାଫେଲ ଇଣ୍ଡକ୍ସନ ସମାରୋହରେ କମାଲ ଦେଖାଇଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.