‘ଯୁଗାଡ’: ସାଇକେଲ ହେଲା ଲଙ୍ଗଳ, ମଞ୍ଜି ବୁଣିଲେ ଚାଷୀ
🎬 Watch Now: Feature Video
ବେଙ୍ଗାଲୁର: ଭାରତ ଅନେକ ସମୟରେ ‘ଦେଶୀ ଯୁଗାଡ’ ପାଇଁ ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଥାଏ । ସେଭଳି ଏକ ଦେଶୀ ଯୁଗାଡ ବରେଲୀ ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ଯୁବ ଚାଷୀ ନିଜର ବୁଦ୍ଧି ବଳରେ ଏକ ସାଇକେଲ ଦ୍ବାରା ଚାଷ ଜମିକୁ ସଫା କରି ଲଙ୍କା ମଞ୍ଜି ବୁଣୁଛନ୍ତି । ସାଇକେଲକୁ ସେ ଲଙ୍ଗଳ ଭଳି ବ୍ୟବହାର କରୁଛନ୍ତି । ଦେଖନ୍ତୁ ଭିଡିଓ...
TAGGED:
ବେଙ୍ଗାଲୁର