thumbnail

ରାସ୍ତା ପାର ହେଉଛି କୁମ୍ଭୀର, ଦେଖନ୍ତୁ ଭିଡିଓ

By

Published : Jul 25, 2021, 10:46 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଏକ କୁମ୍ଭୀର ରାସ୍ତା ପାର ହେଉଥିବାର ଦୃଶ୍ୟ ଭାଇରାଲ । ବନ୍ୟା ଯୋଗୁଁ କୃଷ୍ଣାନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ସାଙ୍ଗଲି ଜିଲ୍ଲାର ଏକ କୁମ୍ଭୀର ନଦୀରୁ ବାହାରି ଆସି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.