ବାୟୁସେନାର ବଳ ବଢାଇବ ରାଫେଲ

By

Published : Sep 10, 2020, 3:23 PM IST

thumbnail
5 ରାଫେଲ ଜେଟର ପ୍ରଥମ ବ୍ୟାଚ ଜୁଲାଇ 29ରେ ଭାରତରେ ପହଞ୍ଚିଥିଲା। ପ୍ରାୟ ଚାରି ବର୍ଷ ପରେ ଭାରତ 59,000 କୋଟି ଟଙ୍କା ବ୍ୟୟରେ 36ଟି ବିମାନ କ୍ରୟ କରିବା ପାଇଁ ଫ୍ରାନ୍ସ ସହିତ ଏକ ଆନ୍ତଃସରକାରୀ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ଭିଡିଓରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସରେ ଥିବା 36ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.