ଟିକ୍ଟକ୍ ବ୍ୟାନ, କାନ୍ଦିକାନ୍ଦି ନୟାନ୍ତ ଟିକ୍ଟକ୍ କୁଇନ - tiktok Queen
🎬 Watch Now: Feature Video

ମୁମ୍ବାଇ: ଶିରଡିର ଟିକ୍ଟକ୍ କୁଇନ ଭାବେ ପରିଚତ ରାଶି ଟିକ୍ଟକ୍ ବ୍ୟାନ ପରେ ସ୍ତବ୍ଧ ହୋଇଯାଇଛନ୍ତି । 1 ଲକ୍ଷ 58 ହଜାର ଫଲୋର୍ସ ଓ 35 ଲକ୍ଷ ଲାଇକ ରହିଥିଲା ରାଶିଙ୍କ ଟିକ୍ଟକ ଆକାଉଣ୍ଟରେ । ତେବେ ଗତକାଲି ଟିକ୍ଟକ୍ ବ୍ୟାନ ହେବା ପରେ ରାଶି କାନ୍ଦି କାନ୍ଦି ନୟାନ୍ତ ସହିତ ନଖାଇବା ପାଇଁ ଜିଦ୍ ଧରି ବସିଥିଲେ । ପରିବାର ଲୋକ ଦୀର୍ଘ ସମୟ ଧରି ବୁଝାଇବା ପରେ ଚୁପ ହୋଇଥିଲେ ରାଶି । ତେବେ କାନ୍ଦି କାନ୍ଦି ରାଶି କହିଛନ୍ତି, ମୁଁ ପୁଣିଥରେ ଅନ୍ୟ କୌଣସି ଆପରେ ପରିଶ୍ରମ କରିବି ଓ ଟିକଟକ୍ ପରି ସଫଳତା ପାଇବି ।