ବରଦା ଦାସ ହେଲେ କେନ୍ଦୁଝରଗଡ ଉପାଧ୍ୟକ୍ଷ

By

Published : Apr 7, 2022, 9:47 PM IST

Updated : Feb 3, 2023, 8:22 PM IST

thumbnail
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚାରି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳର ଉପ ନଗରପାଳ ପ୍ରାର୍ଥୀ ଶାସକ ବିଜେଡି ହାତେଇଛି । କେନ୍ଦୁଝରଗଡ଼ ପୌରପାଳିକାର ପୌରାଧକ୍ଷ ପଦ ବିଜେପି ହାତେଇଥିବା ବେଳେ ଆଜି ଉପ ନଗରପାଳ ପାଇଁ ହୋଇଥିବା ନିର୍ବାଚନରେ ଶାସକ ବିଜେଡି ପାର୍ଥୀ ବିଜୟୀ ହୋଇଛନ୍ତି । ଶାସକ ବିଜେଡି ଦଳ ପକ୍ଷରୁ ବରଦା ପସନ୍ନ ଦାସ ଉପନଗରପାଳ ପାଇଁ ହୋଇଥିବା ନିର୍ବାଚନରେ ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ଆଠ ଖଣ୍ଡ ଭୋଟ ପାଇଥିଲା । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.