ଜେଲରେ ବେଧଡକ ନିଶା ଖାଉଛନ୍ତି କଏଦୀ, ଦେଖନ୍ତୁ ଭାଇରାଲ ଭିଡିଓ - ଜେଲ ଭିତରର ଭିଡିଓ ଭାଇରାଲ
🎬 Watch Now: Feature Video

ଚଣ୍ଡିଗଡ: ଜେଲ ଭିତରେ ଚାଲିଛି ବେଧଡକ ନିଶା କାରବାର । ନିଶା ସେବନରେ ଲାଗିଛନ୍ତି କଏଦୀ (video of inmates taking drugs inside jail) । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି କିଛି ଘଟଣା ଅମୃତସର କେନ୍ଦ୍ରୀୟ କାରାଗାରରେ ଦେଖିବାକୁ ମିଳିଥିବା ବେଳେ ଜେଲ ଭିତରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । କିଛି ଅସାଧୁ ପୋଲିସ କର୍ମୀଚାରୀଙ୍କ ସହଯୋଗରେ କଏଦୀମାନଙ୍କ ପାଖରେ ନିଶାଦ୍ରବ୍ୟ ପହଞ୍ଚି ପାରୁଛି । ତେବେ ଏନେଇ ପୋଲିସ କିନ୍ତୁ ମୁହଁ ଖୋଲିବାକୁ ନାରାଜ । ଦେଖନ୍ତୁ ଭାଇରାଲ ଭିଡିଓ
Last Updated : Feb 3, 2023, 8:29 PM IST