thumbnail

By

Published : Dec 10, 2022, 4:43 PM IST

Updated : Feb 3, 2023, 8:35 PM IST

ETV Bharat / Videos

ବିଜେଡିର ମିଶନ 125କୁ କଟାକ୍ଷ କଲେ ସୁର, କହିଲେ ସୁଶାନ୍ତ ସିଂ ଜାଣିଛନ୍ତି 125 କେତେରେ କେତେ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ମୋଟ ୧୪୭ ଆସନରୁ ୧୨୫ ଆସନ ଜିତି ସରକାର ଗଠନ କରିବା ନେଇ ମନ୍ତବ୍ୟ ରଖିଥିଲେ ବିଜେଡି ବିଧାୟକ ସୁଶାନ୍ତ ସିଂ । ଏନେଇ ବିଧାୟକ ସୁଶାନ୍ତ ସିଂଙ୍କୁ କଟାକ୍ଷ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଲେ ୨୦୨୪ ପାଇଁ ଆମେ ମଧ୍ୟ ପ୍ରସ୍ତୁତ ଅଛୁ । କଂଗ୍ରେସ ୬୦ରୁ ୬୫ ଆସନ ଜିତିବ । ସରକାର ଗଠନ ପାଇଁ ଆମ ସହିତ ଅନ୍ୟ ଦଳକୁ ରଖିବୁ ବୋଲି କହିଛନ୍ତି ସୁର ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.