thumbnail

By

Published : Sep 29, 2022, 5:18 PM IST

Updated : Feb 3, 2023, 8:28 PM IST

ETV Bharat / Videos

ନଡ୍ଡାଙ୍କ ୨ଦିନିଆ ଓଡିଶା ଗସ୍ତ, ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଶାଳ ବାଇକ ରାଲିରେ ତାଙ୍କୁ ଜନତା ମୈଦାନକୁ ନିଆଯାଇଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ନଡ୍ଡା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବାରୁ ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସଂଗଠନକୁ ମଜବୁତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ଗସ୍ତ । ଜନତା ମୈଦାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିବା ସେ ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି । ତେବେ ବରିଷ୍ଠ ବିଜେପି ନେତାଙ୍କ ସହିତ ଆମ ଭୁବନେଶ୍ବର ସମ୍ବାଦଦାତା ସଞ୍ଜୀବ ରାୟ ଅଧିକ ଆଲୋଚନା କରିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.