ଜଳାର୍ଣ୍ଣବ ବାଙ୍ଗାଲୋର, ଚାରିଆଡେ ଖାଲି ପାଣି ଆଉ ପାଣି

By

Published : Sep 5, 2022, 11:00 PM IST

Updated : Feb 3, 2023, 8:27 PM IST

thumbnail
ବେଙ୍ଗାଲୁରୁ: ପ୍ରବଳ ବର୍ଷାରେ ବେହାଲ ସମଗ୍ର ବେଙ୍ଗାଲୁରୁ ସହର । ସହରରେ ଖାଲି ପାଣି ଆଉ ପାଣି । ରାଜରାସ୍ତାରୁ ଗଳିକନ୍ଦି ସବୁ ପାଣିରେ ବୁଡିଛି । ଯାବାହନ ଯାତାୟାତ ଓ ସାଧାରଣ ଜୀବନ ଯାତ୍ରା ଗଭୀର ପ୍ରଭାବିତ ହୋଇଛି । ଘରୁ ବାହାରିବା ସମ୍ଭବପର ହେଉନଥିବା ବେଳେ ଆପାର୍ଟମେଣ୍ଟର ଗ୍ରାଉଣ୍ଡ ଫ୍ଲୋର ପାଣିରେ ବୁଡିଛି । କିଛି ସ୍ଥାନରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଲାଗିଛି ଉଦ୍ଧାରକାରୀ ଟିମ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.