ବିଶ୍ବାସରେ ହରି, 450 କିମି ଚାଲି ଦ୍ବାରକା ମନ୍ଦିରରେ ପହଞ୍ଚିଲେ ଗାଈ - ଦ୍ବାରକା ମନ୍ଦିରକୁ 450 କିଲୋମିଟର ଗଲେ ମାଲିକ ସହ ଗାଈ
🎬 Watch Now: Feature Video
ଗାନ୍ଧୀନଗର: ଭଗବାନଙ୍କୁ ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ଅନେକ ଭକ୍ତ ପାଦରେ ଚାଲିଚାଲି ଯାଇଥାନ୍ତି । କିନ୍ତୁ ଗାଈ କେବେ ଚାଲିଚାଲି ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଥିବା କଥା ଆପଣ ଶୁଣିଛନ୍ତି କି? ତେବେ ଗୁଜରାଟରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ବୁଧବାର ରାତିରେ ଭଗବାନ ଦ୍ବାରକାଧିଶଙ୍କ ମନ୍ଦିରରେ ପାଖାପାଖି 25ଟି ଗାଈଙ୍କ ସମାଗମ ହୋଇଥିଲା । 2022 ମସିହାରେ ରାଜ୍ୟରେ ଲମ୍ପି ଭାଇରସ ବିସ୍ତାରରୁ ବଞ୍ଚିବା ପରେ କୁଚରୁ ଜଣେ ମହାଦେବ ଦେଶାଇ ଏଭଳି କରିଛନ୍ତି । 25ଟି ଗାଈ ସହ ନିଜେ 450 କିଲୋମିଟର ଚାଲିଚାଲି ମନ୍ଦିରରେ ପହଞ୍ଚିଛନ୍ତି ।
Last Updated : Feb 3, 2023, 8:33 PM IST