4th Phase Voting: ମତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ, ଆଦିବାସୀ ନେତା ନାଚିକା ଲିଙ୍ଗା

By

Published : Feb 22, 2022, 11:11 AM IST

Updated : Feb 3, 2023, 8:17 PM IST

thumbnail
କୋରାପୁଟ: କୋରାପୁଟ ଜିଲ୍ଲାରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ। ଜିଲ୍ଲାର କୋଟପାଡ଼, ଦଶମନ୍ତପୁର ଓ ନାରାୟଣପାଟଣା ବ୍ଲକର 42 ପଞ୍ଚାୟତ ପାଇଁ ମତଦାନ ଚାଲିଛି। କୋଟପାଡ଼ ବ୍ଲକ ଢାମଣାହାଣ୍ଡିରେ ମନ୍ତ୍ରୀ ପଦ୍ମିନୀ ଦିଆନଲ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ନାରାୟଣପାଟଣା ବ୍ଲକର ପୋଡ଼ାପଦର ଗ୍ରାମରେ ପ୍ରମୁଖ ଆଦିବାସୀ ନେତା ନାଚିକା ଲିଙ୍ଗା ମଧ୍ୟ ନିଜ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି । କୋଟପାଡ଼ ବ୍ଲକରେ 4920 ଭୋଟର ମତଦାନ କରୁଥିବାବେଳେ ଦଶମନ୍ତପୁର ବ୍ଲକରେ 53,3970ଜଣ ଭୋଟର ରହିଛନ୍ତି। କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.