ETV Bharat / technology

ଲଞ୍ଚ ହେଲା Oppo Reno 13 ଓ 13 Pro ସ୍ମାର୍ଟଫୋନ; ମିଳିବ 50MP ସେଲ୍ଫି କ୍ୟାମେରା - OPPO RENO 13 SERIES LAUNCHED

ଭାରତରେ ଲଞ୍ଚ ହେଲା ଓପୋ ରେନୋ 13 ସିରିଜ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ Oppo Reno 13 ଓ 13 Pro ଲଞ୍ଚ ହୋଇଛି । ଦାମ କେତେ ଜାଣନ୍ତୁ

Oppo Reno 13 Series launched in India
Oppo Reno 13 Series launched in India (Photo Credit- Oppo India)
author img

By ETV Bharat Tech Team

Published : 10 hours ago

Updated : 10 hours ago

ହାଇଦ୍ରାବାଦ: ଓପୋ ଭାରତରେ ଏହାର ଫ୍ଲାଗସିପ୍‌ Reno 13 ସିରିଜକୁ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ Oppo Reno 13 ଓ 13 Pro ଲଞ୍ଚ କରିଛି । ନୂଆ ସ୍ମାର୍ଟଫୋନ MediaTek Dimensity 8350 ଚିପସେଟ୍‌, 5,800mAh ବ୍ୟାଟେରୀ, 50MP ସେଲଫି କ୍ୟାମେରା ଓ ପାଣି ଭିତରେ ଫଟୋଗ୍ରାଫି କରିବା ପରି ଫିଚର ଦିାଯାଇଛି । ଉଭୟ ଫୋନରେ ସ୍ପେଶିଫିକେସନ ସମାନ ଥିବା ବେଳେ କ୍ୟାମେରା ସେଟଅପ୍‌, ବ୍ୟାଟେରୀ ଓ ଷ୍ଟୋରେଜ ଅପସନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

Oppo Reno 13 Series: ଦାମ ଓ ଉପଲବ୍ଧତା

  • ଓପୋ ରେନୋ 13ର ଦାମ ବେସ୍‌ ମଡେଲ 8GB RAM ଓ 128GB ଷ୍ଟୋରେଜ ଲାଗି Rs 37,999 ଟଙ୍କା ରହିଛି । ଏହାର ଅନ୍ୟ ଭାରିଏଣ୍ଟ ମଧ୍ୟ ଉପଲବ୍ଧ ।
  • ଓପୋ ରେନୋ 13 Proର ପ୍ରାରମ୍ଭିକ ମୂଲ୍ୟ Rs 49,999 ଟଙ୍କା ରହିଛି । ପ୍ରୋ ମଡେଲ ଲାଗି ଦୁଇଟି ଭାରିଏଣ୍ଟ ଉପଲବ୍ଧ ।
  • ଏହି ସିରିଜର ସେଲ୍‌ ଜାନୁଆରୀ 11 ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବାକୁ ଯାଉଛି । ଫ୍ଲିପକାର୍ଟ ସମେତ କମ୍ପାନୀର ଅଫିସିଆଲ ୱେବସାଇଟ୍‌ରୁ ଫୋନକୁ କିଣିପାରିବେ ।
  • OPPO Reno 13 ଲାଗି Ivory White ଓ Luminous Blue କଲର ଅପସନ ଥିବା ବେଳେ Pro ମଡେଲ ଲାଗି Mist Lavender ଓ Graphite Grey କଲର ଅପସନ ରହିଛି ।
  • Luminous Blue କଲର ଭାରିଏଣ୍ଟ ସ୍ବତନ୍ତ୍ର ଭାବେ ଭାରତରେ ଉପଲବ୍ଧ ଏବଂ ଏଥିରେ କ୍ୟାମେରା ମଡ୍ୟୁଲ ଚାରିପାଖରେ ଗ୍ଲୋଇଙ୍ଗ ଇଫେକ୍ଟ ମଧ୍ୟ ରହିଛି ।

Oppo Reno 13 Series: ସ୍ପେଶିଫିକେସନ

OPPO Reno 13 Pro

  • ଡିସପ୍ଲେ: 6.83-ଇଞ୍ଚ 1.5K 120Hz ମାଇକ୍ରୋ-କର୍ଭଡ ଡିସପ୍ଲେ, 600nits ପିକ୍‌ ବ୍ରାଇଟନେସ୍‌, ଗରିଲା ଗ୍ଲାସ 7i ପ୍ରୋଟେକ୍ସନ ।
  • ପ୍ରୋସେସର: ମିଡିଆଟେକ୍‌ ଡାଇମେନସିଟି 8350 ଚିପସେଟ୍‌, ମେଲ୍‌-G615 GPU
  • କ୍ୟାମେରା: 50MP Sony IMX890 ପ୍ରାଇମେରି କ୍ୟାମେରା, 50MP ଟେଲିଫଟୋ କ୍ୟାମେରା (3.5x ଅପ୍ଟିକାଲ ଜୁମ୍‌), 8MP ଅଲଟ୍ରା-ୱାଇଡ୍‌ କ୍ୟାମେରା ଓ 50MP ଫ୍ରଣ୍ଟ କ୍ୟାମେରା ।
  • ବ୍ୟାଟେରୀ ଓ ଚାର୍ଜିଂ: 5,800mAh ବ୍ୟାଟେରୀ, 80W SUPERVOOC ଚାର୍ଜିଂ
  • ସଫ୍ଟୱେର: Android 15 ଆଧାରିତ ColorOS 15
  • ସୁରକ୍ଷା ଫିଚର: ଧୂଳି ଓ ପାଣି ପ୍ରତିବନ୍ଧକ ଲାଗି IP66/68/69 ରେଟିଂ
  • ଅନ୍ୟାନ୍ୟା ଫିଚର: USB Type-C ପୋର୍ଟ, Google Gemini ଓ ସର୍କଲ-ଟୁ-ସର୍ଚ୍ଚ

OPPO Reno 13

  • ଡିସପ୍ଲେ: 6.59-ଇଞ୍ଚ 1.5K 120Hz ମାଇକ୍ରୋ-କର୍ଭଡ ଡିସପ୍ଲେ, 1200nits ପିକ୍‌ ବ୍ରାଇଟନେସ୍‌

  • କ୍ୟାମେରା: 50MP Sony LYT600 ପ୍ରାଇମେରି କ୍ୟାମେରା, 8MP ଅଲଟ୍ରା-ୱାଇଡ କ୍ୟାମେରା, 2MP ମୋନୋକ୍ରମ କ୍ୟାମେରା ଓ 50MP ଫ୍ରଣ୍ଟ କ୍ୟାମେରା
  • ବ୍ୟାଟେରୀ ଓ ଚାର୍ଜିଂ: 5,600mAh ବ୍ୟାଟେରୀ, 80W SUPERVOOC ଚାର୍ଜିଂ
  • ସଫ୍ଟୱେର: ଆଣ୍ଡ୍ରଏଡ 15 ଉପରେ ଆଧାରିତ ColorOS 15

Oppo Reno 13 Series: କଣ ନୂଆ ?

ଡିଜାଇନ ବିଷୟରେ କହିବାକୁ ଗଲେ, ଓପୋ ଟ୍ରେଣ୍ଡିଂ ଫ୍ଲାଟ ସାଇଡ୍‌ ଓ ରାଉଣ୍ଡେଡ୍‌ ଏଜ୍‌ ଡିଜାଇନକୁ ଆପଣେଇଛି । IP69 ରେଟିଂ ସହ ଆସିଥିବାର ଧୂଳି ଓ ପାଣି ପ୍ରତିବନ୍ଧକ ଫୋନର ସ୍ଥାୟୀତ୍ବକୁ ବୃଦ୍ଧି କରିବ । ଉଭୟ ଫୋନ ମିଡିଆଟେକ୍‌ ଡାଇମେନସିଟି 8350 ଚିପସେଟ୍‌ ସହ ଆସିଥିବାରୁ ଏହା ଗେମିଂ ଲାଗି ବେଷ୍ଟ ଫୋନ ହୋଇପାରିଛି । ଓପୋ ନିଜ ନୂଆ ଫୋନରେ AI ଫିଚର ସହିତ ଲୋକପ୍ରିୟ ଗୁଗଲ୍‌ ସର୍କଲ-ଟୁ-ସର୍ଚ୍ଚ ଓ Geminiକୁ ଆଣିଛି । ଏହା ଟ୍ୟାପ୍‌-ଟୁ-ସେୟାର ଫିଚର ସହିତ ଆସିଥିବାରୁ ଓପୋ ୟୁଜର ସିଧାସଳଖ Livephotoକୁ iOS ୟୁଜରଙ୍କ ସହ ସେୟାର କରିପାରିବେ ।

Oppo Reno 13 Series: ଏହା ବଦଳରେ କିଏ ?

ଯଦି ଆପଣ ଓପୋ ସ୍ମାର୍ଟଫୋନକୁ କିଣିବାକୁ ଚାହୁଁନାହାନ୍ତି ତେବେ ଏହା ବଦଳରେ ଭାରତରେ ଅନେକ ବିକଳ୍ପ ଅପସନ ମଧ୍ୟ ରହିଛି । ଏହା ବଦଳରେ ଆପଣ OnePlus Nord 4 (Rs 29,999), Motorola Edge 50 Pro (Rs 31,999), Honor 200 (Rs 34,999) ଓ Realme GT 6 (Rs 40,999) ଫୋନକୁ କିଣିପାରିବେ ।

ଏହା ବି ପଢନ୍ତୁ
  1. OnePlus 13 ବନାମ iQoo 13: କେଉଁଟା କିଣିବେ ? ଦେଖନ୍ତୁ ତୁଳନା
  2. ଲଞ୍ଚ ହେଲା OnePlus 13 ସିରିଜ; 50MP କ୍ୟାମେରା ସହ ମିଳିବ 6000mAh ବ୍ୟାଟେରୀ

Last Updated : 10 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.