ETV Bharat / state

ଇସ୍ପାତ ସହରରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ - ispat minister dharmendra pradhan

ଇସ୍ପାତ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ରଙ୍କ ଏହା ପ୍ରଥମ ରାଉରକେଲା ଗସ୍ତ । 3ଦିନିଆ ଗସ୍ତରେ ମନ୍ତ୍ରୀ ରାଉରେକାଲା ଆସି ବିଭିନ୍ନ ଶ୍ରମିକ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବା ସହ ରବିବାର ଦିନ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ସେହପରି ଆଗାମୀ ସୋମବାର ଦିନ କାଲଟା, କୋଇଡା ଖଣି ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 28, 2019, 9:24 PM IST

ରାଉରକେଲା: ତିନି ଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ନିର୍ଦ୍ଧାରିତ ସମୟର ବହୁତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଆସି ପହଞ୍ଚଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ବିମାନ ବନ୍ଦରରେ ଧର୍ମେନ୍ଦ୍ରଙ୍କୁ ସ୍ବାଗତ ଜଣାଇ ଥିଲେ ସାଂସଦ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ ସହିତ ଅନେକ ବିଜେପି କର୍ମକର୍ତ୍ତା । ଏଥିସହ ସେଲର ଅଧିକାରୀ ମାନଙ୍କ ସହ ଇସ୍ପାତ କାରଖାନାର ସିଇଓ ଦୀପକ ଚାର୍ଟରାଜ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ସନ୍ଧ୍ୟାରେ ରାଉରକେଲା ହାଉସରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା । ଆସନ୍ତାକାଲି ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଆରଏସପିର ବରିଷ୍ଠ ଅଧିକାରୀ , କର୍ମଚାରୀ ମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ । ଏହା ସହ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ରବିବାର ସନ୍ଧ୍ୟାରେ ରାଉରକେଲା ହାଉସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ସେହପରି ଆଗାମୀ ସୋମବାର ଦିନ କାଲଟା, କୋଇଡା ଖଣି ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ରାଉରକାଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ଧର୍ମେନ୍ଦ୍ର ଆସିଲେ ରାଉରକେଲା, ଭବ୍ୟ ସ୍ୱାଗତ

ରାଉରକେଲା-କେନ୍ଦ୍ର ଇସ୍ପାତ , ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କର ତିନିଦିନିଆ ରାଉରକେଲା ଗସ୍ତରେ ଆସି ପହଁଚିଥିଲେ। ନିର୍ଦ୍ଧାରିତ ସମୟ ବହୁତ ପୂର୍ବ ରେ ଶ୍ରୀ ପ୍ରଧାନ ରାଉରକେଲା ଆସି ପହଂଚି ଥିଲେ।

ରାଉରକେଲା ବିମାନ ବନ୍ଦରରେ ଧର୍ମେନ୍ଦ୍ର ଙ୍କୁ ସ୍ୱାଗତ ଜଣାଇ ଥିଲେ ସାଂସଦ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ ସହିତ ବିଜେପି କର୍ମକର୍ତା ମାନଙ୍କ ସହିତ ସେଲ ର ବଡ଼ ଅଧିକାରୀ ମାନଙ୍କ ସହିତ ତଥା ଇସ୍ପାତ କାରଖାନା ର ceo ଦୀପକ ଚଟରାଜ ସହିତ ଅନ୍ୟ ଅଧିକାରୀ ମାନେ ଫୁଲ ଗୁଛ ଦେଇ ସ୍ୱାଗତ କରି ଥିଲେ।
Body:ଆଜି ସନ୍ଧ୍ୟାରେ ରାଉରକେଲା ହାଉସ ରେ ବିଭିନ୍ନ ଶ୍ରମିକ ସଂଗଠନ , ବ୍ୟକ୍ତିବିଶେଷ ଙ୍କ ସହ ଆଲୋଚନା କରିବେ । ଆସନ୍ତାକାଲି ରବିବାର ଦିନ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ RSP ର ବରିଷ୍ଠ ଅଧିକାରୀ , କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ବିଭାଗ ପରିଦର୍ଶନ କରିବେ । ସନ୍ଧ୍ୟାରେ ରାଉରକେଲା ହାଉସ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିବେ । ସୋମବାର ଦିନ କାଲଟା , କୋଇଡା ଖଣି ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । Conclusion:ଇସ୍ପାତ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ରଙ୍କ ଏହା ପ୍ରଥମ ରାଉରକେଲା ଗସ୍ତ ହୋଇଥିବାରୁ RSP କର୍ତ୍ତୃପକ୍ଷ ସହରକୁ ସଜେଇବାରେ ଲାଗି ପଡିଛନ୍ତି । ଏକ ସପ୍ତାହ ହେଲା ବିଭିନ୍ନ ସ୍ଥାନରେ ରଙ୍ଗ କରିବା , ରାସ୍ତା ସଫେଇ କରିବା କାର୍ଯ୍ୟକ୍ରମ ଚାଲିଛି । ଆଜି ସହର ରେ ବିମାନ ଅବତରଣ ପରେ ମଧ୍ୟ ବର୍ଷା ରେ ରାସ୍ତା କଣ ରେ ରଙ୍ଗ ଲଗାଇବା କାମ ଲାଗି ରହିଥିଲା।ଏହା ଛଡା ବିଜେପି ଦଳ ପକ୍ଷରୁ ଧର୍ମେନ୍ଦ୍ର ଙ୍କୁ ସ୍ୱାଗତ କରି ବିଭିନ୍ନ ସ୍ଥାନରେ ବଡବଡ ହୋର୍ଡିଙ୍ଗ ଲଗା ଯାଇଛି.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.