ETV Bharat / state

TPWODL ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ - ସମ୍ବଲପୁର ଖବର

ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ବିରୋଧରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ।କମ୍ପାନୀ ବଳପୂର୍ବକ ବକେୟା ବିଲ ଆଦାୟ କରୁଛି ଆଉ ବିଲ ନଦେଲେ ଲାଇନ କାଟୁଛି । ଅଧିକ ପଢନ୍ତୁ

TPWODL ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

author img

By

Published : Mar 14, 2022, 4:33 PM IST

Updated : Mar 14, 2022, 5:28 PM IST

ସମ୍ବଲପୁର : ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ବିରୋଧରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ। ବର୍ତ୍ତମାନ କୋଭିଡ ମହାମାରୀ ଯୋଗୁ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀ ର ଲୋକଙ୍କ ଆର୍ଥିକ ଅବସ୍ଥା ଭୁଶୁଡି ପଡିଥିବା ବେଳେ କମ୍ପାନୀ ବଳପୂର୍ବକ ବକେୟା ବିଲ ଆଦାୟ କରୁଛି ଆଉ ବିଲ ନଦେଲେ ଲାଇନ କାଟୁଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଥିବା ବେଳେ ପଢ଼ା ପଢି ନେଇ ବହୁ ସମସ୍ୟାର ସମ୍ମୁଖରେ ହେଉଛନ୍ତି ବୋଲି ମଞ୍ଚ କହିଛି।

TPWODL ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

ଏହା ବିରୋଧରେ ଆଜି(ସୋମବାର) ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ତେଣୁ ବିବାଦୀୟ ବକେୟା ବିଲ ସମ୍ପୂର୍ଣ୍ଣ ଛାଡ଼ କରିବା ସହ TPWODLରେ ନିଯୁକ୍ତି ସୁଯୋଗ ବାହାରିଲେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରାଥମିକତା ଦିଆଯାଉ ବୋଲି ଦାବି କରିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 14, 2022, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.