ETV Bharat / state

କୋରୋନା ସଚେତନତା ବାର୍ତ୍ତା ନେଇ ରାସ୍ତାରେ ବିଜେପି - corona awareness message

କୋରୋନା ମହାମାରୀ ଦ୍ୱିତୀୟ ଲହରୀ ଦିନକୁ ଦିନ ରାୟଗଡା ଜିଲ୍ଲାରେ ବଢି ଚାଲୁଥିବାରୁ ଏବଂ ଏହାର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଅଧିକ ପଢନ୍ତୁ...

କରୋନାର ସଚେତନତା ବର୍ତ୍ତା ନେଇ ରାସ୍ତାରେ ବିଜେପି

author img

By

Published : May 14, 2021, 10:50 PM IST

ରାୟଗଡା: କୋରୋନା ମହାମାରୀ ଦ୍ୱିତୀୟ ଲହରୀ ଦିନକୁ ଦିନ ରାୟଗଡା ଜିଲ୍ଲାରେ ବଢି ଚାଲୁଥିବାରୁ ଏବଂ ଏହାର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ରାୟଗଡା ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାୟଗଡା ନଗର ତରଫରୁ କରୋନା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

କରୋନାର ସଚେତନତା ବର୍ତ୍ତା ନେଇ ରାସ୍ତାରେ ବିଜେପି

ବିଜେପି କର୍ମୀ ମାନେ କୋଭିଡ ଗାଇଡଲାଇନ ପାଳନ କରି ଜ୍ୟୋତି ମହଲ ଛକ ଠାରୁ ବାହାରି ଉପଜିଲ୍ଲାପାଳଙ୍କ ବାସଭବନ, ପରିବା ବଜାର, କପିଳାସ ଛକ, ନ୍ୟୁ କଲୋନୀ, ୟୁନିୟନ ବ୍ୟାଙ୍କ୍‌, ଉମାଶଙ୍କର ସିନେମା ହଲ ଯାଏଁ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଥିଲେ । ଅତି ଜରୁରୀ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ ମଧ୍ୟ କହିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.