ETV Bharat / state

ପୁରୀ ଆସିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅପରାଜିତା - ଆଶୀର୍ବାଦ ଲୋଡିଲେ ଅପରାଜିତା

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦାୟିତ୍ୱ ମିଳିବା ପରେ ସେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଅଧିକ ପଢନ୍ତୁ...

aparajita-visited-to-jagannath-temple
aparajita-visited-to-jagannath-temple
author img

By

Published : Oct 7, 2020, 8:02 PM IST

ପୁରୀ: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦାୟିତ୍ୱ ମିଳିବା ପରେ ସେ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ସେ ଯାହାବି କିଛି ଜୀବନରେ ହୋଇଛନ୍ତି ଏବଂ ଅଗାମୀ ଦିନରେ ଯାହା ବି ହେବେ ତାହା ମହାପ୍ରଭୁଙ୍କ ଦୟା ଓ ଆଶୀର୍ବାଦରୁ ବୋଲି ଅପରାଜିତା କହିଛନ୍ତି। ସେହିପରି ସେ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପୁରୀ ଆସିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ

ଦଳ ତାଙ୍କୁ ଯାହା ଦାୟିତ୍ୱ ଦେଇଛି ସେ ତାହାକୁ ନିଷ୍ଠାପର ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସେହିପରି ଅଗାମୀ ବାଲେଶ୍ଵର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ଦଳ ଜିତାପଟ ହାସଲ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି କୋଭିଡକୁ ନେଇ ଜଗନ୍ନାଥ ମନ୍ଦିର ବନ୍ଦ ହେବା ନେଇ ସେ ପ୍ରଥମେ ସ୍ଥିତି ବିଷୟରେ ଅବଗତ ହେବେ। ପରେ ଏ ନେଇ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିବେ। ତେବେ କେନ୍ଦ୍ର ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ଅନୁମତି ଦେଇ ଥିବା ବେଳେ ରାଜ୍ୟ ସରକାରଙ୍କ ସହ ଏ ନେଇ ସେ ଆଲୋଚନା କରିବେ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.