ETV Bharat / state

ନୟାଗଡରେ ଅମାନବୀୟ ଘଟଣା: ଗୋଇଠା ମାଡରେ ମହିଳାଙ୍କ ଗର୍ଭ ନଷ୍ଟ! - ବାଦିଲୋ ଗାଁରେ ମାଡ଼ମାରି ମହିଳାଙ୍କ ଗର୍ଭ ନଷ୍ଟ

ମାଡ଼ମାରି ମହିଳାଙ୍କ ଗର୍ଭ ନଷ୍ଟ କଲେ ଗ୍ରାମବାସୀ । ନ୍ୟାୟ ପାଇଁ ଫତେଗଡ଼ ଥାନାର ଦ୍ବାରସ୍ଥ ହେଲେ ମହିଳା l ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

Pregnant woman allegedly beaten in Nayagarh and delivers a dead womb
ମାଡ଼ମାରି ମହିଳାଙ୍କ ଗର୍ଭ ନଷ୍ଟ କଲେ, ନ୍ୟାୟ ପାଇଁ ଥାନା ଦ୍ବାରସ୍ତ ମହିଳା
author img

By

Published : Dec 6, 2021, 7:38 PM IST

Updated : Dec 6, 2021, 7:56 PM IST

ନୟାଗଡ଼: ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କଲେ ଗ୍ରାମବାସୀ । ନ୍ୟାୟ ପାଇଁ ଫତେଗଡ଼ ଥାନାର ଦ୍ବାରସ୍ଥ ହେଲେ ମହିଳା l ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗାଁର ନର୍ମଦା ବେହେରାଙ୍କ ସ୍ୱାମୀ ଅଯୋଧ୍ୟା ବେହେରାଙ୍କୁ ଗତକାଲି(ରବିବାର) ପଠାଣି ଜେନା ଏବଂ ତାଙ୍କ ସହଯୋଗୀମାନେ ମିଳିତ ଭାବେ ଗାଁ ଦାଣ୍ଡରେ ମାଡ଼ ମାରୁଥିଲେ ।

ନୟାଗଡରେ ଅମାନବୀୟ ଘଟଣା: ଗୋଇଠା ମାଡରେ ମହିଳାଙ୍କ ଗର୍ଭ ନଷ୍ଟ!

ଆକ୍ରମଣକାରୀଙ୍କ କବଳରୁ ସ୍ୱାମୀଙ୍କୁ ରକ୍ଷା କରିବାକୁ ନର୍ମଦା ସେଠାକୁ ଯାଇଥିଲେ । ତେବେ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଛାଡ଼ିନଥିଲା । ନର୍ମଦାଙ୍କୁ ମଧ୍ୟ ପଠାଣି ଜେନା ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ମାଡ଼ରେ ନର୍ମଦାଙ୍କ ଗର୍ଭ ନଷ୍ଟ ହୋଇଯାଇଛି । ଏନେଇ ନର୍ମଦା ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 6, 2021, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.