ETV Bharat / state

ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ କଂଗ୍ରେସର ସନ୍ଦେହ - ପରୀ ମାମଲାରେ କଂଗ୍ରେସର ପ୍ରେସମିଟ୍

ନୟାଗଡ ପରୀ ହତ୍ୟା ମାମଲାରେ ଏସଆଇଟି ଯେଉଁ ତଦନ୍ତ କରୁଛି ସେଥିରେ ପ୍ରକୃତ ଦୋଷୀ ଖସିଯିବାର ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ କଂଗ୍ରେସର ସନ୍ଦେହ

author img

By

Published : Dec 23, 2020, 6:57 PM IST

ନୟାଗଡ଼: ଯଦୁପୁର ପରୀ ହତ୍ୟା ମାମଲାରେ ଏସଆଇଟି ଟିମର ତଦନ୍ତ ଉପରେ କଂଗ୍ରେସର ସନ୍ଦେହ । ତଦନ୍ତର ଦିଗ ଭୁଲ୍ ଦିଗକୁ ଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିସହ ଯଦି ଏହିଭଳି ଭାବେ ଏସଆଇଟି ଟିମ୍ ତଦନ୍ତ କରେ, ତେବେ ଦୋଷୀ ଖସିଯିବାର ସମ୍ଭାବନା ଅଛି ବୋଲି କଂଗ୍ରେସ କହିଛି ।

ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ କଂଗ୍ରେସର ସନ୍ଦେହ

ସୂଚନା ଅନୁଯାୟୀ ପରୀ ହତ୍ୟା ମାମଲାରେ ଏସଆଇଟି ଟିମ୍ କରୁଥିବା ତଦନ୍ତକୁ ସନ୍ଦେହ କରୁଛି କଂଗ୍ରେସ । ଏସଆଇଟି ଟିମର ତଦନ୍ତ ଉପରେ ଭରସା ନାହିଁ ବୋଲି କଂଗ୍ରେସ ଜିଲ୍ଲାସଭାପତି ଆଇନଜୀବୀ ରଣଜିତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏଥିସହ ତଦନ୍ତର ଦିଗ ଭୁଲ୍ ଦିଗକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି । ଯଦି ଏହିଭଳି ଭାବେ ତଦନ୍ତ କରାଯାଏ ତେବେ ମାମଲାରେ ପ୍ରକୃତ ଦୋଷୀ ଖସିଯିବ ବୋଲି ଆଇନଜୀବୀ ରଞ୍ଜିତ କହିଛନ୍ତି ।

ତେବେ ପରୀ ହତ୍ୟା ମାମଲାରେ ସଠିକ ଭାବେ ତଦନ୍ତ କରାଯାଇ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରିଛି କଂଗ୍ରେସ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.