ETV Bharat / state

ବିଦ୍ୟୁତ୍ ଆଘାତରେ ନାବାଳିକା ମୃତ - ନବରଙ୍ଗପୁରରେ ବିଦ୍ୟୁତ୍ ଆଘାତ ଲାଗି ନାବାଳିକାଙ୍କ ମୃତ୍ୟୁ

ୱାଟର ହିଟରରେ ପାଣି ଗରମ କରିବାବେଳେ ଦୁର୍ଘଟଣା । ବିଦ୍ୟୁତ୍ ଆଘାତ ଲାଗି ୧୫ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲଟି ୮ ନମ୍ବର ୱାର୍ଡ କେନାଲ ସାହିର ବିଦ୍ୟୁତ୍ ଆଘାତରେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

girl death in electric shock
ବିଦ୍ୟୁତ୍ ଆଘାତରେ ନାବାଳିକାଙ୍କ ମୃତ୍ୟୁ
author img

By

Published : Feb 8, 2022, 8:07 PM IST

ନବରଙ୍ଗପୁର: ୱାଟର ହିଟରରେ ପାଣି ଗରମ କରିବାବେଳେ ଦୁର୍ଘଟଣା । ବିଦ୍ୟୁତ୍ ଆଘାତ ଲାଗି ୧୫ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲଟି ୮ ନମ୍ବର ୱାର୍ଡ କେନାଲ ସାହିର ବିଦ୍ୟୁତ୍ ଆଘାତରେ ନାବାଳିକାଙ୍କ ମୃତ୍ୟୁ ହୋଇଛି।

ବିଦ୍ୟୁତ୍ ଆଘାତରେ ନାବାଳିକାଙ୍କ ମୃତ୍ୟୁ

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଉମରକୋଟ ମ୍ୟୁନିସିପାଲଟି ୮ ନମ୍ବର ୱାର୍ଡ କେନାଲ ସାହିର ଜନଧର ହରିଜନଙ୍କ ୧୫ ବର୍ଷୀୟା ଝିଅ ଆଜି ସକାଳେ ଗାଧୋଇବା ପାଇଁ ପାଣି ଗରମ କରୁଥିଲେ । ଏହି ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା।

ଯୁବତୀ ଜଣଙ୍କ ଅଚେତ ଅବସ୍ଥାରେ ଗାଧୁଆ ଘରେ ପଡିଥିବା ତାଙ୍କର ବଡ ଭାଇ ଦେଖି ଘର ଲୋକଙ୍କୁ ଡାକିଥିଲେ। ଏହାପରେ ଯୁବତୀଙ୍କୁ ତାଙ୍କର ପରିବାର ଲୋକେ ଉମରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.