ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ

author img

By

Published : Aug 11, 2019, 10:56 AM IST

କଣ୍ଟାବଣି ଗ୍ରାମରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଟାଉନ ଥାନା ଅଧୀନସ୍ଥ କଣ୍ଟାବଣି ଗ୍ରାମରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହି ଯୁବକଙ୍କ ପରିଚୟ ମିଳିପାରିନାହିଁ । ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

କଣ୍ଟାବଣି ଗ୍ରାମର ନାରାନ ମାଝିଙ୍କ ଘର ପଛପଟ ଗଛରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ମୃତ ଯୁବକଙ୍କ ଶରୀର ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବାବେଳେ ମୁହଁରେ ରୁମାଲ ବନ୍ଧା ହୋଇଥିବା ଦେଖାଯାଇଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବାବେଳେ ଘଟଣାସ୍ଥଳରେ ଗୋଟିଏ ସାଇକେଲ ଓ ଚପଲ ପଡିଥିବାର ଦେଖିବାକୁ ମିଳିଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେଠାରେ ଟାଙ୍ଗି ଦେଇଥିବା ସାଧାରଣରେ କୁହାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ଝୁଲନ୍ତା ମୃତ ଦେହ ଠାବ, ହତ୍ୟା ସନ୍ଦେହ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନରେ ଥିବା କଣ୍ଟାବଣି ଗ୍ରାମରେ। କଣ୍ଟାବଣି ଗ୍ରାମର ନାରାନ ମାଝି ଙ୍କ ଘର ପଛ ପଟେ ଥିବା ଏକ ଗଛରେ ଜଣେ ଅଜଣା ଯୁବକ ଏକ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ପୋଲିସ କୁ ଖବର ଦେଇଥିଲେ। ଝୁଲନ୍ତା ଅବସ୍ଥାରେ ମୃତ ଯୁବକଙ୍କ ମୁହଁରେ ରୁମାଲ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ସାଇକେଲ ଓ ଚପଲ ପଡିଥିବାର ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେହି ଗଛରେ ଟାଙ୍ଗି ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.